ସେ ବର୍ଷା ଛିଟା ମୁହେଁ ପଡୁଥିଲା
ତୁମ ସଙ୍ଗେ ଯେବେ ହୋଇଥିଲା ଦେଖା,
ପ୍ରେମ ରଙ୍ଗ ଲାଗିଥିଲା ପ୍ରଥମ ଦେଖାରେ
ଜଣା ନଥିଲା ଆଉ କେବେ ହେବ ଦେଖା,
ଦୁଇ ଧାଡି ଲେଖିଥିଲି,
କିଛି ସ୍ୱପ୍ନରେ ହଜିଥିଲି
ଯେବେ ନୀରବତା ଭଙ୍ଗକରି ତୁମ ଛବି ଉଙ୍କିମାରେ,
ଖାଲି ଦୁଇଟୋପା ଲୁହକୁ ସାଥିକରି ସେଥିରେ ଭିଜିଯାଏ ||
ସେ ବର୍ଷା ଛିଟା ମୁହେଁ ପଡୁଥିଲା
ତୁମ ସଙ୍ଗେ ଯେବେ ହୋଇଥିଲା ଦେଖା,
ପ୍ରେମ ରଙ୍ଗ ଲାଗିଥିଲା ପ୍ରଥମ ଦେଖାରେ
ଜଣା ନଥିଲା ଆଉ କେବେ ହେବ ଦେଖା,
ଦୁଇ ଧାଡି ଲେଖିଥିଲି,
କିଛି ସ୍ୱପ୍ନରେ ହଜିଥିଲି
ଯେବେ ନୀରବତା ଭଙ୍ଗକରି ତୁମ ଛବି ଉଙ୍କିମାରେ,
ଖାଲି ଦୁଇଟୋପା ଲୁହକୁ ସାଥିକରି ସେଥିରେ ଭିଜିଯାଏ ||