ଓଡ଼ିଶାଲାଇଭ୍ ବ୍ୟୁରୋ

tribal

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି।  ଏପ୍ରିଲ ୧୮ରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ଖରାଛୁଟି ଘୋଷଣା କରିଛନ୍ତି। ଏପ୍ରିଲ୍ ୧୮ରୁ ବନ୍ଦ ରହିବ ସମସ୍ତ ସ୍କୁଲ। ଏନେଇ ଏସ୍ଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ସ୍କୁଲଗୁଡ଼ିକ ଛୁଟି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏପ୍ରିଲ ୨ ତାରିଖରୁ ସରକାର ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା। କିନ୍ତୁ ଖରାର ପ୍ରକୋପ ବଢ଼ିବାରୁ ସରକାର ଏପ୍ରିଲ ୧୮ରୁ  ସ୍କୁଲ ଛୁଟି ଘୋଷଣା କରିଛନ୍ତି।

Comment